• Sun. Apr 19th, 2026

କଣିହାଁ ଟୋଲକବେଡା ରେ କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟନ

ByDaman TV Live

Mar 17, 2026

ଅନୁଗୋଳ ଜିଲ୍ଲା କଣିହାଁ ସ୍ଥିତ ଟୋଲକବେଡା ଗ୍ରାମରେ କୂଷ୍ନ ମେମୋରିଆଲ୍ ପକ୍ଷରୁ ଦୁଇ ଦୀନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନି ହୋଇଯାଇଛି I ଉଦଘାଟନି ଉସ୍ଚବରେ ପୂର୍ବତନ ସମିତିସଭ୍ୟ ଦେବେନ୍ଦ୍ର ବାରିକ,ଗ୍ରାମର ପୂର୍ବତନ ସମିତିସଭ୍ୟ ସହଦେବ ସାହୁ,ଗୋପବନ୍ଧୁ ସାହୁ,ମନୋଜ ପ୍ରଧାନ,ସୁମନ ବେହେରା,ସୁଶିଲି ନାଏକ,ଶିବରାମ ନାଏକ,ସତ୍ୟବାଦୀ ନାଏକ ପ୍ରମୁଖ ଅତିଥିଭାବେ ଯୋଗଦେଇ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉସ୍ଚାହିତ କରିଥିଲେ I ଏହି ଟୁର୍ଣାମେଣ୍ଟେ ରେ ୮ ଟି ଦଳ ଭାଗନେଇଥିବା ବେଳେ ପ୍ରଥମେ ତାଳପଦା ପ୍ରଥମେ ବ୍ୟାଟିଂ କରି ୪ ଓଭରରେ ୩୯ ରନ୍ ସଂଗ୍ରହ କରିଥିବା ବେଳେ କଂସମୁଣ୍ଡା ଦଳ ଦମଦାର୍ ପ୍ରଦର୍ଶନ କରି ୩ ଓଭରରେ ୪୦ ରନ୍ ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଚ ର ବିଜେତା ହୋଇଥିଲା I ଫଳରେ କଂସମୁଣ୍ଡା ଦଳ ସେମିଫାଇନାଲ୍ ପହଞ୍ଚିଥିଲା I ଏହି ଟୁର୍ଣ୍ଣାମେଣ୍ଟକୁ ବିଜୁ ସାହୁ, ନରୋତ୍ତମ ନାଏକ, ବିଶ୍ୱଜିତ୍ ସାହୁ ଓ ଅନୀଲ ନାଏକ ପରିଚାଳନା କରିଥିଲେ। ଖେଳକୁ ଦେଖିବା ପାଇଁ ଅଞ୍ଚଳର ଅନେକ କ୍ରିକେଟ୍ ପ୍ରେମୀ ଉପସ୍ଥିତ ରହିଥିବା ବେଳେ ଆୟୋଜକ ସତ୍ୟରାମ ପ୍ରଧାନ,ସଭାପତି ସୁଶିଲି ନାଏକ,ଶୁଭ୍ରାସୁଂ କବି,ବଳରାମ ସେଠୀ,ବିଶ୍ୱଜିତ୍ ସାହୁ,ମାଧବ ନାଏକ,ଦାନିଏଲ୍,ବିଶ୍ୱଜିତ୍,ଜିଙ୍ଗାସୁଂ,ଆମସ,ସଚ୍ଚିନି,ବିଭୂତୀ,ଯାଦବ,ଶୁଭରଞ୍ଜନ,ସୁରଜ,ଚିକୁ,ଯାଦବ,ଚକ୍ରଧର,ସୁମଦ,ବସନ୍ତ,ଆଶିର୍ବାଦ,ସଂଗ୍ରାମ,ଲିଟୁ,ରାଜ୍ ବେହେରା ପ୍ରମୁଖ ସାମିଲି ଥିଲେ I

Leave a Reply

Your email address will not be published. Required fields are marked *

?>