• Fri. Mar 13th, 2026

ତାଳଚେର ମୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ତାଳଚେର ବସ ମାଲିକ ସଙ୍ଘ ସଭାପତି ଶ୍ରୀ ଶ୍ରୀକାନ୍ତ ପାଣି l

ByDaman TV Live

Feb 17, 2026
Oplus_16908288

ତାଳଚେର ବସ୍ ଷ୍ଟାଣ୍ଡ ରେ ଯାତ୍ରି ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ମୌଳିକ ସମସ୍ୟା ସମାଧାନ ନହେଲେ ୧୮ ତାରିଖ ରୁ ଷ୍ଟାଣ୍ଡ ଭିତରକୁ ବସ୍ ଆଣିବୁ ନାହିଁ ବୋଲି ଲିଖିତ ଅଭିଯୋଗ କରିଥିଲେ। ଏହାପରେ ମ୍ୟୁନିସପାଲିଟି ତତ୍ପର ଦେଖାଇ ବସ ଷ୍ଟାଣ୍ଡରେ ଆଲୋକ ଲଗାଇଥିଲେ ଓ ପାଣିର ସୁବିଧା କାମ ଆରମ୍ଭ କରିଛନ୍ତି । ଏହା ସହ ପରିଶ୍ରାଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ଅତିଶିଘ୍ର କରିବେ ବୋଲି ପ୍ରତିଶୃତି ଦେବାରୁ ତାଳଚେର ବସ୍ ମାଲିକ ସଂଘ ର ସମସ୍ତ ବସ ଷ୍ଟାଣ୍ଡ ଭିତରକୁ ପୂର୍ବପରି ଆସିବ।
-ତାଳଚେର ବସ ମାଲିକ ସଂଘ ର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପାଣି ସମସ୍ୟା ସମାଧାନ ହୋଇଥିବାରୁ ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି।

Leave a Reply

Your email address will not be published. Required fields are marked *