ନିର୍ବାଚନ ଜିତିବାପରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, ଡାକ୍ତର ଦେବେନ୍ଦ୍ର ପ୍ରଧାନ ଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରିଛନ୍ତି l
ତାଳଚେର:ତା ୫/୬:ଢେଙ୍କାନାଳର ନବ ନିର୍ବାଚିତ ସାଂସଦ ରୁଦ୍ର ନାରାୟଣ ପାଣି ବୁଧବାର ତାଳଚେର ଗସ୍ତ କରି ଦିନ ଦୟାଲ ନଗର ରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ…
