କଟକ: କଟକ ଅଂଚଳରେ ଦାଦା ବଟିର ଆତଙ୍କ ଖେଳାଉଛି ରାଧାକାନ୍ତ ଦାସ, ନିଜକୁ ସାମ୍ବାଦିକ କହି ଡରେଇ ଧମକେଇ ଟଙ୍କା ମାଗୁଛି ରାଧାକାନ୍ଥ ଦାସ.ଟଙ୍କା ନଦେଲେ ଦେଉଛନ୍ତି ହତ୍ୟା ଧମକ, ସରଳ ସୁନ୍ଦର ଚେହେରା ଦେଖାଇ କେବଳ ଯେ ଲୋକଙ୍କୁ ଠକି ଜାଣନ୍ତି । ଆଉ ଦିନରେ ପଇସା ମାଗନ୍ତି ରାତି ହେଲେ ମଦ ପିଇ ଲୋକଙ୍କୁପ ଶୋଧିଥାନ୍ତି । ଯାହାର କଲ ରେକର୍ଡ ସହ screen short ଏବେ ଭାଇରାଲ ହେବାରେ ଲାଗିଛି । ଟଙ୍କା ନ ଦେଲେ ପୁଣି ଧମକ ଦେଉଛି । ସବୁଛାରୁ ବଡ କଥା ହେଲା ମଦ୍ୟପାନ କରିବା କଥା ମଦୁଆ ସାମ୍ବାଦିକ ରାଧାକାନ୍ତ ଦାସ ନିଜେ କହିବା ସହ ନିଜକୁ 8 ବର୍ଷ ର ସାମ୍ବାଦିକ କହି ମଧ୍ୟ ଧମକାଉଛି । ଏ ମଦୁଆ ରାଧାକାନ୍ତ ଦାସ କୁ, ଜଣେ ସାମ୍ବାଦିକ ଆଚରଣ ଏ ପରି ନୁହେଁ ସାମ୍ବାଦିକ ର ପଠା ନ ପଢି ସାମ୍ବାଦିକ ର ପରିଚୟ ଦେଇ ଟଙ୍କା ମାଗିବା ଧମକ ଦେବ ଜଣେ ସାମ୍ବାଦିକ ର କର୍ତବ୍ୟ ନୁହଁ, ତେବେ ଏଠି ସବୁ ଠୁ ବଡ କଥା ଆଜି ଉକ୍ତ ଯୁବକ ରାଧାକାନ୍ତ ଦାସ ନା ରେ ମଧୁପାଟଣା ଥାନାରେ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି । ଏବେ ଠୁ ସୁଧୁରି ଯାଅ ଆଇନ ର ହାତ ବହୁତ ଲମ୍ବା ମଦ୍ୟପାନ କରି ଅନୈତିକ କାର୍ଯ୍ୟ ରେ ଲିପ୍ତ ରହିଲେ ଆଇନ ଅନୁଯାଇ ଜୀବନ ସାରା ଜେଲ ଚାରିକାନ୍ଥ ରେ ଜୀବନ କଟିବ । ଏଭଳି ସମ୍ୱାଦିକ ମାନଙ୍କୁ କିଭଳି ଦଣ୍ଡ ଦେବା ଉଚିତ ଆପଣ ମାନେ ବିଚାର କରନ୍ତୁ ।
ନିଜକୁ ସାମ୍ବାଦିକ କହି ଟଙ୍କା ମାଗୁଛି ରାଧାକାନ୍ତ ଦାସ
