• Tue. Nov 11th, 2025

ରାଇରଙ୍ଗପୁର ଗ୍ରସ୍ତରେ ଜିଲ୍ଲା କଂଗ୍ରେସ ପର୍ଯ୍ଯବେକ୍ଷକ l

ByDaman TV

May 6, 2025
Spread the love


ରାଇରଙ୍ଗପୁର: ୦୬/୦୫/୨୫– ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ କୁଡୁମୀ ଭବନ ଠାରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲା ସଭାପତି ଭୂବନ ବିହାରୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହଇଯାଇଛି ା ଏହି ସମ୍ମିଳନୀରେ ଜିଲ୍ଲା ପର୍ଯ୍ଯବେକ୍ଷକ ନଳିନୀକାନ୍ତ ମହାନ୍ତି ଉପସ୍ଥିତ ହଇ ସମ୍ବିଧାନ ସଂକଟରେ ଥିବା ନେଇ ଉଦବେଗ ପ୍ରକାଶ କରିଥିଲେ ା ବର୍ତ୍ତମାନର କେନ୍ଦ୍ର ସରକାର ଯେଉଁଭଳି ଭାବେ ଭାରତରେ ବିଭିନ୍ନ ଆଇନ ପ୍ରଣୟନ କରୁଛନ୍ତି ସେଥିରେ ଦେଶର ସମ୍ବିଧାନ ପ୍ରତି ବିପଦ ରହିଛି ା ଏହାକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ବର୍ତ୍ତମାନ ଉଦ୍ଯମ ଆରମ୍ଭ କରିଛି ା ଜନସାଧାରଣଙ୍କୁ ଏ ବାବଦକୁ ଜାଗ୍ରତ କରିବା ଉଦ୍ଦେଶ୍ଯରେ ଜିଲ୍ଲାର ୪ ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ଯନ୍ତ ସଚେତନତା ସଭାଯାତ୍ରା କରାଯିବ ା ସେ ଆହୁରି ପ୍ରକାଶ କରିଥିଲେ ଯେ ପହଲଗାମ ଠାରେ ପାକିସ୍ତାନୀ ଆତଙ୍କବାଦୀ ଦ୍ବାରା ଗଣହତ୍ଯା କରାଯାଇଥିଲେ ମଧ୍ଯ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ପାକିସ୍ତାନର ନାମ ଉଚ୍ଚାରଣ କରିପାରିନାହାନ୍ତି ା ଦେଶରେ ବିଭିନ୍ନ ଲକଙ୍କ ନାମରେ ସିବିଆଇ ଭଳି ସଂସ୍ଥାକୁ ଲଗାଇ ଡରାଇବାକୁ ଚେଷ୍ଟା କରୁଛନ୍ତି ା ଏହାବ୍ଯତୀତ ବର୍ତ୍ତମାନ ମଦି ସରକାର ଜାତିଭିତ୍ତିକ ଜନଗଣନା କରିବାକୁ ସମ୍ମତି ପ୍ରକାଶ କରିଛନ୍ତି ା ତେବେ କଂଗ୍ରେସ ବହୁ ଦିନରୁ ଜାତିଗତ ଜନଗଣନା ଦାବି କରିଆସୁଥିଲା ା ଏହା ଆମର ସଫଳତା ବଲି ପର୍ଯ୍ଯବେକ୍ଷକ ପ୍ରକାଶ କରିଥିଲେ ା ଆଜିର ଏହି ସାମ୍ବାକିକ ସମ୍ମିଳନୀରେ ପୁର୍ବତନ ବିଧାୟକ ଶ୍ଯାମଚରଣ ହାଁସଦା, ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତୀ, ଟାଉନ ସଭାପତି ଅଶକ କୁମାର ଅଗ୍ରୱାଲ, ବରିଷ୍ଠ କର୍ମୀ ଭାଗିରଥୀ ପାତ୍ର, ବସନ୍ତ ପଟ୍ଟନାୟକ, ଯୁବ ନେତା ଚିକୁ ମହାନ୍ତି, ଭଜହରି ମହାନ୍ତ ତଥା ଅନ୍ଯାନ୍ଯ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ା ମୟୁରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପଟ୍

Leave a Reply

Your email address will not be published. Required fields are marked *