• Tue. Nov 11th, 2025

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ସିନେ ତାରକା ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ

ByDaman TV

Feb 28, 2025
Oplus_131072
Spread the love


ରାଇରଙ୍ଗପୁର 28/02/25ମହିଳା ମହାବିଦ୍ୟାଳୟରେ ସିନେ ତାରକା ଉତ୍ତମ ମହାନ୍ତିଙ୍କ ବିୟୋଗରେ ତାଙ୍କର ଆତ୍ମଶାନ୍ତି ନିମନ୍ତେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟାପକ ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ରବିଶଙ୍କର ସତପଥି ସଭାପତିତ୍ବ କରି ସ୍ବାଗତସଂଭାଷଣସହିତଓଡିଆସିନେମା ସୁପରଷ୍ଟାରଉତ୍ତମମହାନ୍ତିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସର୍ବ ପ୍ରଥମେ ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଆତ୍ମଶାନ୍ତି ନିମନ୍ତେ ଏକ ମିନିଟର ଏକ ମୌନ ପ୍ରାର୍ଥନା କରାଯାଇଥିଲା। ସଂବାଦ ଦୈନିକ ର ବରିଷ୍ଠ ସାମ୍ବାଦିକ ଶ୍ରୀ ତୁଷାରକାନ୍ତ ମହାନ୍ତ ଯୋଗ ଦେଇ ଉତ୍ତମ ମହାନ୍ତିଙ୍କ ସିନେମା ଜୀବନ ଆଲୋକପାତ କରିଥୁଲେ। ଡକ୍ଟର ରାଜେନ୍ଦ୍ର ମଣ୍ଡଳ ସିନେମା ଓ ସଂସ୍କୃତି ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ସଭାଶେସରେ ଅଧ୍ୟାପିକା ଅନିତା ସମଦ ଧନ୍ୟବାଦ ଅର୍ପଣ କରିଥିଲେ।ଅମିତ ଗୋପାଳ ,ଦୀପିକା ମହାରାଣା, ତରୁଣ ମହାନ୍ତ ଓ ଅନ୍ଯାନ୍ଯ କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମଟି ସାଫଲ୍ଯମଣ୍ଡିତ ହୋଇ ଥିଲା। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *