କଟକ, ୨୮-୧୨-୨୪, କଟକ ଶିଶୁ ଭବନ କି ନର୍କ ପୁର ତାହା ରୋଗୀ ଓ ତାଙ୍କ ଅଭିଭାବକ ଚିନ୍ତାରେ , ଯେଉଁ ଆଡେ ଦେଖିବ ହଳ ହଳ କୁକୁର ,ଛlଲିଛାଡ଼ି ଠାରୁ ଆରମ୍ଭ କରି ରୁଗୁଣା,ବେମାରିଆ ଅଗଣା ଠାରୁ ଆରମ୍ଭ କରି ନିରାମୟ ଔଷଧ ବିତରଣ ପରିସର ମଧ୍ୟରେ ଆଡା ଜମାଇ ବିଚରଣ କରୁଛନ୍ତି । ଦୃଗନ୍ଧାରେ ଛୋଟ ଛୋଟ ପିଲାଙ୍କ ନାକ ଫାଟି ଯାଉଛି,ଏହାର ଶୀଘ୍ର ପ୍ରତିକାର ପାଇଁ ସାଧାରଣରେ ଦାବି ହେଉଛି , ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଛଦ୍ମ ବେଶରେ ଥରେ ଶିଶୁ ଭବନକୁ visite ରେ ଆସିବା ଆବଶ୍ୟକ ।
