• Wed. Nov 12th, 2025

କୀର୍ତ୍ତନ ସାରି ବାଟରେ ଆସିଲାବେଳେ ଚାଲିଗଲା ଜିବନ l

ByDaman TV

Nov 2, 2024
Oplus_131072
Spread the love

ଦମନଟିଭି -ତାରିଖ//-୨/୧୧/୨୪/-ମିନାକ୍ଷୀ ନାଏକ ହୋମଗିର ବ୍ଲକ ଅନ୍ତର୍ଗତ କନ୍ଧାଢୁଡା ଗ୍ରାମ ର କୁଷ୍ଠ ଗୁରୁ ଶଙ୍କିତ୍ତନ ଦଳ ଛତିଶଗଡ଼ ରାଜ୍ୟର ଲମେହି ଗ୍ରାମ କୁ ଶଙ୍କିତ୍ତନ କରିବାକୁ ଯାଇଥିଲେ। ସେଠାରେ ଶଙ୍କିତ୍ତନ ଶେଷ କରି ଭୋରରୁ ଘର କୁ ଏକ ମାରୁତି ଭ୍ୟାନ ରେ ଫେରୁଥିଲେ। କନ୍ଧାଢୁଡା ଗ୍ରାମ କୁ ପହଞ୍ଚିବାକୁ ଆଉ ମାତ୍ର ଅଢେଇ କିଲୋମିଟର ବାଟ ପୁର୍ବ ରୁ ରାସ୍ତା କଡ଼ରେ ଛିଡ଼ା ସୋଇଥିବା ଟ୍ରଲର ପଛପଟେ ବାଡେଇ ହୋଇଥିଲା। ଘଟଣାସ୍ଥଳରେ କୁଷ୍ଣ ଗୁରୁ ଦଲର 6 ଜଣ ମୃତ୍ୟୁବରଣ କରିଥିବାବେଳେ 5 ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ହେମଗିରି ଚିକିତ୍ସା ଲୟକୁ ଚିକିତ୍ସା ପାଇଁ ନିଆଯାଉଛି। ବିଲେଇ ମୁଣ୍ଡା ରାୟଗଡ଼ ରାସ୍ତା ରେ ଦୁର୍ଘଟଣା ହୋଇଥିବା ରୁ ଓ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇ ଥିବାରୁ କୋଇଲା ପରିବହନ ବନ୍ଦ ରହିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ କରିବା ପାଇ ପ୍ରୟାସ କରୁଛି।

Leave a Reply

Your email address will not be published. Required fields are marked *