ତାଳଚେର ୧୪/୯ ୭ତାରିଖରୁ ଆରମ୍ଭ ହୋଇଥିବା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଆଜି ୮ମ ଦିନରେ ଧୁମ ଧାମ ରେ ପାଳିତ ହେଉଥିବା ବେଳେ ଆଜି ଢେଙ୍କାନାଳ ର ପୂର୍ବତନ ସାଂସଦ ମହେଶ ସାହୁ ତାକଚେର ର ବିଭିର୍ଣ୍ଣ ପୁଜା ମଣ୍ଡପ ବୁଲି ବିଘ୍ନ ରାଜ ଗଣେଶଙ୍କ ଆଶ୍ରିବାଦ ଭିକ୍ଷା ଲାଭ କରିଥିଲେ ।ଶ୍ରୀ ସାହୁ ହାଟତୋଟା ମଙ୍ଗଳା ମନ୍ଦିର ଦେହୁରୀ ମାର୍କେଟ ,ତାମୃତି ମାର୍କେଟ ,ହିଙ୍ଗୁଳା ମାର୍କେଟ ,ଆଇ ଟି ଆଇ ଛକ ,ଶର୍ମା ଛକ ଇତ୍ୟାଦି ସୁ ସଜିତ ମେଢ଼ ଗୁଡିକ ସମର୍ଥକଙ୍କ ସହିତ ବୁଲି ଦର୍ଶନ କରିଥିଲେ ।ଆଜି ପାଗର ଟିକିଏ ପ୍ରତିକୂଳ ପ୍ରଭାବ ଥିବା ସ୍ୱତେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।।
Oplus_131072 