ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଡତଳ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କ ସ୍ଵାଗତ ସମାରୋହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ l ଯୁକ୍ତ ଦୁଇରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ଭବିଷ୍ୟତ କାମନା କରିଥିଲେ ତାଳଚେରବିଧାୟକ ଶ୍ରୀ ପ୍ରଧାନ ।ଅନ୍ୟ ମାନଙ୍କ ମଧ୍ୟରେ ସନ୍ଥପଡ଼ା ସରପଞ୍ଚ, ଜଗନ୍ନାଥପୁର ସରପଞ୍ଚ, କଲେଜ ଛାତ୍ର ଛାତ୍ରୀ ଅଭିଵାବକ ଓ ପ୍ରିନସିପାଲ ଙ୍କ ସହିତ ଅନ୍ୟ ଲେକଚର ମାନେ ଉପସ୍ଥିତ ଥିଲେ l
Oplus_131072 