କାମାକ୍ଷାନଗର: କୋଟିଏ ଟଙ୍କାର ଚୋରି ସାମଗ୍ରୀ ଜବତ, ୬ ଗିରଫ
୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଲା ଢେଙ୍କାନାଳ ପୋଲିସ
ବିଦ୍ୟୁତ୍ ସାମ୍ରଗୀ ସହ ବାଇକ, ସ୍କୋଟି ଆଦି ବିଭିନ୍ନ ଚୋରି ସାମଗ୍ରୀ ଜବତ କଲା ପୋଲିସ
ସରକାରୀ ସ୍କୁଲ ଓ ପଞ୍ଚାୟତ ଅଫିସକୁ ଟାର୍ଗେଟ କରି ଚୋରି କରୁଥିଲେ ଲୁଟେରା ଗ୍ୟାଙ୍ଗ l
ଢେଙ୍କାନାଳ ଓ ଅନଗୁଳ ଜିଲ୍ଲାରେ ସକ୍ରିୟ ଥିଲା ଏହି ଲୁଟେରା ଗ୍ୟାଙ୍ଗ,
୩ ବର୍ଷରେ ୬୪ଟି ଅପରାଧିକ ମାମଲାରେ ଜଡ଼ିତ ଥିଲେ l
Oplus_131072 