• Wed. Nov 12th, 2025

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିରେ ସ୍ଥାନ ପାଇଲେ ପାଳଲହଡା ବିଧାୟକ

ByDaman TV

Aug 7, 2024
Spread the love

ବିଧାନସଭା ର 1 ନଂ ସ୍ଥାଇ କମିଟି ଗୃହ , ଆଇନ୍ ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ , ସଦସ୍ୟ ହେଲେ ପାଳଲହଡ଼ା ମାନ୍ୟବର ବିଧାୟକ ଅଶୋକ ମହାନ୍ତି ରାଜ୍ଯ ର ବରିଷ୍ଠ ନେତୃବୃନ୍ଦ ଏହାର ସଦସ୍ୟ ହୋଇ ଥିଲା ବେଳେ ସ୍ଥାଇ କାର୍ଯ୍ୟ ପରାମର୍ଶ ଦlତl କମିଟି ରେ
ରାଜ୍ଯ ର ଆଇନ୍ ଶୃଙ୍ଖଳା, ଆଇନ୍ ବିଭାଗ ରାଜ୍ଯ ର ପ୍ରଶାସନ ଓ ସାଧରଣ ଲୋକଙ୍କ ଅଭିଯୋଗ ସମ୍ଵନ୍ଧୀୟ ବିଭାଗ ର ଅନୁ ଧlନ୍ୟ ଓ ସହଯୋଗ କରିବା ଭଲି ଗୁରୁତ୍ଵ ପୂର୍ଣ୍ଣ କମିଟ ର ସ୍ଥାଇ ସଦସ୍ୟ ହୋଇଥିବାରୁ ପାଲଲହଡ଼ା ରେ ଆନନ୍ଦ ଉତ୍ସlହ ଖେଳି ଯାଇଛି ବରିଷ୍ଠ ବିଜେପି ନେତା ଲିଙ୍ଗରାଜ ଦାସ ତନ୍ମୟ ସାହୁ ନୃସିଂହ ବରାଳ ପଞ୍ଚାନନ ସାହୁ ଧର୍ମେନ୍ଦ୍ର ସାହୁ ବସନ୍ତ ମଞ୍ଜରି ପ୍ରଧାନ ସୌଭl ଙ୍ଗିନୀ ପ୍ରଧାନ ଗୌର ଚନ୍ଦ୍ର ପ୍ରଧାନ ପ୍ରହଲାଦ ସାମଲ ତ୍ରିପୁରାରି ପ୍ରଧାନ ସରୋଜ ସାହୁ ଗୁରୁ ହେମବ୍ରମ ଭୀମ ସେନ ମାଝି ମନୋଜ ସାହୁ ଅଭ୍ ୟ ସାହୁ ଶଶିଭୂଷଣ ଆଚାର୍ଯ୍ଯ ଆଷିଶ ସାମଲ ପ୍ରମୁଖ ବିଧାୟକ ଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି l

Leave a Reply

Your email address will not be published. Required fields are marked *