ଆଜି ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣିହାଁ ବ୍ଲକ ସାନତ୍ରିବିଡ଼ା ଗ୍ରାମର ଲିପୁ ଭୁତିଆ NTPC କଣିହାଁରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ପେଟରେ ଏକ ବାଉଁଶ ପଶି ଯାଇ ଗୁରୁତର ଅବସ୍ଥାରେ ଥିବା ଖବର ପାଇ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ ତାଙ୍କୁ ତୁରନ୍ତ ଭୁବନେଶ୍ଵର ସ୍ଥିତ ଆପୋଲ ହସ୍ପିଟାଲ କୁ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ଆଗୁଆ ଆପୋଲ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରି OT ର ସମସ୍ତ ବନ୍ଦୋବସ୍ତ କରିବା ସହିତ ଆସୁ ଆରୋଗ୍ୟ କାମନା କରିଛନ୍ତି।

