ତାଳଚେର -ଦମନଟିଭି ନ୍ୟୁଜ/ ଏ ନ . ଟି. ପି. ସି. ତାଳଚେର ଥର୍ମାଲ କୁ ସମ୍ମାନ ଜନକ ସୁରକ୍ଷା ସମ୍ପର୍କିତ ଇଣ୍ଟର ନ୍ୟାସନାଲ ଗୋଲଡେନ ପିକକ ପୁରସ୍କାର ଶକ୍ତି ପ୍ରକଳ୍ପ ପାଇଁ ପ୍ରଦାନ କରାଯାଇଛି.
ବେଙ୍ଗାଲୁର ଠାରେ ଆୟୋଜିତ 25 ତମ ସମାରୋହରେ ଏହି ପୁରସ୍କାର ଗ୍ରହଣ କରି ତାଳଚେର ଥର୍ମାଲ ର କାର୍ଯ୍ୟକାରୀ ନିର୍ଦେଶକ ଶ୍ରୀ ଗୌତମ ଦେବ ଏହି ପୁରସ୍କାର ସାରା ପ୍ରୋଜେକ୍ଟ ର ସୁରକ୍ଷା ସମ୍ପର୍କୀୟ ସଚେତନତା ଓ ବଦ୍ଧ ପରିକରତl ବୋଲି ପ୍ରକାଶ କରିଛନ୍ତି.
କ୍ରମାଗତ ଭାବେ ସୁରକ୍ଷା ସଚେତନତା ଓ ଟ୍ରେନିଂ ତାଳଚେର ଥର୍ମାଲ ର ନୂଆ ପ୍ରୋଜେକ୍ଟ କୁ ସୁରକ୍ଷିତ ଭାବେ ଅଗ୍ରଗତି କରିବା ଦିଗରେ ସାହାଯ୍ୟ କରୁଛି.
ନୂତନ ପ୍ଲାଣ୍ଟ ଗଠନ ସମୟରେ ଶୂନ୍ୟ ଜୀବନହାନି ଓ ଉର୍ନ୍ନତ ଜୀବନଶୈଳୀ ଏହି ପୁରସ୍କାର ଲାଭ କରିବାର ଯୋଗ୍ୟତା ବୋଲି ସେ ମତ ପ୍ରକାଶ କରିଥିଲେ.
Oplus_0 