• Tue. Nov 11th, 2025

ପଟ୍ଟା ପାଇଁ ଜିଲ୍ଲାପାଳ ଙ୍କୁ ଅଭିଯୋଗ

ByDaman TV

Feb 27, 2024
Spread the love

ଦମନ ଟିଭି ନ୍ୟୁଜ -ଅନୁଗୋଳ ପୌରପାଳିକାର ୮ ନମ୍ବର ୱାର୍ଡ ବାସୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ସୂଚନା ଯେ, ୮ ନମ୍ବର ୱାର୍ଡ଼ ରେ ୪୫ ଘର ୨୦୦ ବର୍ଷ ହେଲା ବସବାସ କରୁଛନ୍ତି । ଆଜି ପର୍ଯ୍ୟନ୍ତ ସେହି ଜାଗାର ପଟ୍ଟା ବି ପ୍ରଦାନ କରାଯାଇନାହିଁ। ଯାହା ଫଳରେ ଶିକ୍ଷା ଏବଂ ଅନ୍ୟ ମୌଳିକ ସମସ୍ୟା ରୁ ବଞ୍ଚିତ ହେଉଛନ୍ତି। ଏନେଇ ବିଭିନ୍ନ ପ୍ରସାଶନିକ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ ବି ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ, ୮ ନମ୍ବର ୱାର୍ଡ ବାସୀ ଙ୍କୁ କେବେ ପଟ୍ଟା ମିଳିବ ଏବଂ ସମସ୍ୟା ମୁକ୍ତ ହେବ।

Leave a Reply

Your email address will not be published. Required fields are marked *