• Tue. Nov 11th, 2025

ବିଭତ୍ସ ହତ୍ୟା କାଣ୍ଡ

ByDaman TV

Jun 21, 2024
Oplus_0
Spread the love

ଘରମାଲିକକୁ ହତ୍ୟା କରିଛି ଭଡାଟିଆ ,ତମାଣ୍ଡୋ ଥାନା ସିଭିରମଣ କଲେଜ ପାଖରେ ହତ୍ୟାକାଣ୍ଡ ଘଟିଥିବା ସୁଚନା | ରାଜଧାନୀରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକକୁ ଭଡ଼ାଟିଆ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁଶାନ୍ତ ଶତପଥି

Leave a Reply

Your email address will not be published. Required fields are marked *