• Tue. Nov 11th, 2025

ସେବାସ୍ତମ୍ବ ଦ୍ଵାରା ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ ।

ByDaman TV

Jan 19, 2025
Spread the love


ରାଇରଙ୍ଗପୁର ୧୮.୦୧.୨୦୨୫ ଶନିବାର
ଅଖିଳ ଭାରତୀୟ ଅନୁସୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ “ସେବାସ୍ତମ୍ବ ” ମୟୁରଭଞ୍ଜ ଜିଲ୍ଲା ଶାଖା ରାଇରଙ୍ଗପୁର ସୌଜନ୍ୟରେ ବାର୍ଷିକ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି । ଆବାହକ ଗୋପାଳ କୃଷ୍ଣ ମହାନ୍ତିଙ୍କ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେବାସ୍ତମ୍ବ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟ କୁମାର ରାମ ଏବଂ ରାଷ୍ଟ୍ରୀୟ ସଂପାଦକ ମୋଚିରାମ ମାଝି ଉପସ୍ଥିତ ହୋଇ ଉନ୍ମୋଚନ କରିଥିଲେ । ସଭାପତି ପ୍ରତାପ ଚନ୍ଦ୍ର ହେମ୍ବ୍ରମ, ସାଧାରଣ ସମ୍ପାଦକ ବାଜଲ ମୁର୍ମୁ, ସୁଲୁ ମୁର୍ମୁ, କାରୁ ମାର୍ଣ୍ଣି, ଅନିତା ସମଦ, ରାଜଶ୍ରୀ ନାୟକ, ପ୍ରିୟତମା ହେମ୍ବ୍ରମ, ପାନଶ୍ଵରୀ ଟୁଡୁ, ରଂଜୁଲତା ନାୟକ, ବରିଷ୍ଠ ଉପସଭାପତି ରବୀନ୍ଦ୍ର କୁମାର ମୁଖୀ, ମୋତ୍ତାର ହୁସେନ, ବିନୋଦ ବେହେରା, ଜଗତ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ଆବାହକ ଗୋପାଳକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ରାଇରଙ୍ଗପୁରରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *