କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କ ଧର୍ମପତ୍ନୀ ଙ୍କ ପରଲୋକ
୫୮ ବର୍ଷ ବୟସରେ ଝିଙ୍ଗିଆ ଓରାମ୍ଙ୍କ ପରଲୋକ
ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ
ଭୁବନେଶ୍ବର ଲୁମ୍ବିନୀବିହାର ବାସଭବନରେ ଶେଷ ଦର୍ଶନ
ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
-ବାଚସ୍ପତି ଓ ମନ୍ତ୍ରିମଣ୍ତଳରେ ଅନେକ ସଦସ୍ୟ କଲେ ଶେଷ ଦର୍ଶନ @CMO_

