• Tue. Nov 11th, 2025

ଚତୃର୍ଥ ଥର ପାଇଁ ତାଳଚେର ବିଧାୟକ ହେଲେ ଶ୍ରୀ ବ୍ରଜକିଶୋର ପ୍ରଧାନ

ByDaman TV

Jun 18, 2024
Oplus_0
Spread the love

ସାରା ଓଡିଶାରେ ବିଜେଡି ର ବଡ଼ ବଡ଼ ଟାଣୁଆ ନେତା ହାରିଯାଇଥିବା ବେଳେ, ତାଳଚେର ରେ ନିଜର ଦମ ଦେଖାଇ ଛନ୍ତି ବିଧାୟକ ଶ୍ରୀ ପ୍ରଧାନ l ତେଣୁ କରି ତାଳଚେର ବାସୀଙ୍କ ଆଶିର୍ବାଦ କ୍ରମେ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବାପରେ ଆଜି ମ ବାଚସ୍ପତି ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ଉପସ୍ଥିତିରେ ଓଡ଼ିଶା ବିଧାନସଭାରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ।

Leave a Reply

Your email address will not be published. Required fields are marked *